#ମିଲରଙ୍କ_ମନମର୍ଜି_ବିରୋଧରେ_ଗର୍ଜିଲେ_ଚାଷୀ
#ମଣ୍ଡିରୁ_ଧାନ_ନ_ଉଠିବାରୁ_ରାସ୍ତାରେ_ପ୍ରତିବାଦ
#ବିତୁଛି_ସମୟ_ସରିବାକୁ_ବସିଛି_ଟୋକନ_ଅବଧି
ମଣ୍ଡିରୁ ଧାନ ନ ଉଠିବାରୁ ଚାଷୀଙ୍କ ରାସ୍ତାରୋକ । ଆଞ୍ଚଳିକ କୃଷକ ମହାସଂଘ, ମଣ୍ଡୋସିଲ ପକ୍ଷରୁ ବରତୁଣ୍ଡା ଛକ ନିକଟରେ ପାଇକମାଳ-ନୂଆପଡା ବିଜୁ ଏକ୍ସପ୍ରେସ ୱେ ଅବରୋଧ କରିଛନ୍ତି ଚାଷୀ । ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡରେ ବର୍ଷା ଅଭାବରୁ ପ୍ରାୟ ଅଞ୍ଚଳରେ ମରୁଡ଼ି ସ୍ଥିତି ।
#Nuapada #farmers #protest #mandiissue #Odisha #ArgusNews