ମିଳିମିଶି ଖାଇଗଲେ ଆବାସ ଟଙ୍କା !
ଖାଇଗଲେ ଗରିବଙ୍କ ଟଙ୍କା । ଧୋକାଦେଲେ ଠିକାଦାର । ଅଧାପନ୍ତରିଆ ଭାବେ ପଡି ରହିଛି ପ୍ରଧାନମନ୍ତ୍ରୀ ଆବାସ । ଦିନରେ ଶୌଚାଳୟ ଓ ରାତିରେ ପର ପିଣ୍ଡାରେ ବିତୁଛି ଅସହାୟ ବୃଦ୍ଧାଙ୍କ ଜୀବନ । ବାଲେଶ୍ବର ନିଳଗିରିରୁ ଦେଖିବା ଏହି ରିପୋର୍ଟ
#Balasore #AwasYojana #Corruption #PMAY #oldwoman #Nilagiri #Awasfund #Odisha #ArgusNews