ଫେସବୁକ୍ IDର ପାକିସ୍ତାନ ଲିଙ୍କ୍। ଚାନ୍ଦିପୁର DRDO ତଥ୍ୟ ଲିକ୍ ପାଇଁ ହନିଟ୍ରାପ ମାମଲା। ସମସ୍ତ IP ଆକାଉଣ୍ଟ ଇସଲାମାବାଦ, ରାଓ୍ବଲପିଣ୍ଡିରୁ ବ୍ୟବହାର ହେଉଥିଲା ।ବ୍ୟବହାର କରୁଥିଲେ ରହସ୍ୟମୟୀ ମହିଳା। କ୍ରାଇମବ୍ରାଞ୍ଚ ADG ସଞ୍ଜୀବ ପଣ୍ଡାଙ୍କ ଗୁରୁତ୍ଵପୂର୍ଣ୍ଣ ସୂଚନା।
#Chandipur #DRDO #dataleak #PakistanLink #FacebookID #honeytrapcase #ipaccounts #information #CrimeBranchADG #SanjeevPanda #Odisha #ArgusNews