#ଗଞ୍ଜାମ_ଏସ୍ପି_ଅଫିସ_ଆଗରେ_ଯୁବକଙ୍କ_ଆତ୍ମାହୁତି
#ମିଳିଲାନି_ନ୍ୟାୟ_ଚାଲିଗଲା_ଜୀବନ
ବାଦଲଙ୍କ ଆତ୍ମାହୁତି ନେଇ ସସପେନ୍ସ ଲାଗି ରହିଥିବା ବେଳେ ସାମ୍ନାକୁ ଆସୁଛି ଘରୋଇ ବିବାଦ ଓ ସାମାଜିକ ବାସନ୍ଦ ଘଟଣା । ବାଦଲଙ୍କ ବାପା ୨ଟି ବିବାହ କରିଥିବା ବେଳେ ସମ୍ପତ୍ତିକୁ ନେଇ ଘରେ ଲାଗି ରହିଥିଲା ବିବାଦ ।
#SPoffice #Suicide #Justice #Domesticdispute #Marriage #Ganjam #Odisha #ArgusNews