#ମିଳିଲା_ବନ୍ୟାରେ_ଭାସି_ଯାଇଥିବା_ବାପ_ପୁଅଙ୍କ_ମୃତଦେହ
ଯାଜପୁର ବରୀ ଅଞ୍ଚଳରେ ବ୍ରାହ୍ମଣୀ ନଦୀର ବନ୍ୟାଜଳରେ ବାପା ପୁଅ ଗତକାଲି ଭାସିଯାଇ ନିଖୋଜ ଥିଲେ । ବରୀ ବ୍ଲକ ଗଙ୍ଗାଧରପୁର ସ୍କୁଲ ପାଖରୁ ମୃତଦେହ ଉଦ୍ଧାର ହୋଇଛି । କାଲି ଅଗ୍ନିଶମ ବାହିନୀ ଖୋଲି ପତ୍ତା ପାଇ ନଥିଲା ।
#Jajpur #Bari #BodyFound #brahmaniriver #fatherson #dead #floodwater #heavyrain #Odisha #ArgusNews