ମୁଣ୍ଡ ଉପରେ ପକ୍କା ଘର... ବନ୍ୟା ବାତ୍ୟାକୁ ନାହିଁ ଡର... ରାଜ୍ୟ ସରକାର ଗରିବ ଲୋକଙ୍କ ମୁଣ୍ଡ ଉପରେ ପକ୍କାଘର ଯୋଗାଇ ଦେଇଥିବା ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା । କନ୍ଧମାଳ ଜିଲ୍ଲାରୁ ଦେଖିବା ଏହି ରିପୋର୍ଟ
#Kandhamal #DurgamOdisha #PakkaGhara #Underdevelopment #ArgusNews