ମିସ୍ ଇଣ୍ଡିଆ ପ୍ଲସ ସାଇଜ କଣ୍ଟେଷ୍ଟରେ ଓଡ଼ିଆ ଝିଅଙ୍କ କମାଲ । ପ୍ଲସ୍ ସାଇଜ ରେ ରନର୍ସ ଅପ୍ ହେଲେ ଓଡ଼ିଆ ଝିଅ ଅତସୀ ମିଶ୍ର। ଦିଲ୍ଲୀରେ ଫେସନ୍ ଆଣ୍ଡ ଲାଇଫ୍ ଷ୍ଟାଇଲ୍ କମ୍ୟୁନିଟି ଦ୍ଵାରା ଅନୁଷ୍ଠିତ ପ୍ଲସ ସାଇଜ୍ -2021 ର ମୁକୁଟ ପିନ୍ଧିଛନ୍ତି ଅତସି
#Delhi #MissIndia #OdiaGirl #Odisha #ArgusNews