#ମିହିରଙ୍କୁ_ମନେପକାଇଲେ_ବାରିପଦା_ଭଞ୍ଜପୁରର_ପିଲାବେଳର_ସାଙ୍ଗ
ମିହିର ଙ୍କ ପିଲା ବେଳର ଦିନ ବାରିପଦା ଭଞ୍ଜପୁର ଅଞ୍ଚଳରେ କଟିଥିଲା । ତାଙ୍କ ବିୟୋଗରେ ବାରିପଦା ସହରରେ ରହିଥିବା ସମସ୍ତ ବନ୍ଧୁ ଦୁଃଖରେ ମ୍ରିୟମାଣ ହେବା ସହ ଆଜି ତାଙ୍କର ଏକାଦଶାହ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
#baripada #Mayurbhanja #bhanjapur #friends #MihirDas #Tribute #Odisha #ArgusNews