ପୁଅର ଜୀବନ ବଞ୍ଚାଇବା ପାଇଁ ଯୁଦ୍ଧ ଲଢ଼ୁଛନ୍ତି ବାପା, ମା । କୋଳରେ ୨୦ ମାସର ଶିଶୁପୁତ୍ର ରାଜଵିରକୁ ନେଇ ଏ ସହରରୁ ସେ ସହର ଘୁରି ବୁଲୁଛନ୍ତି । ରାଜଵିର ସ୍ପାଇନାଲ ମସ୍କୁଲାର ଆଟ୍ରାଫି ଟାଇପ -୨ ନାମକ ରୋଗରେ ପୀଡିତ ଥିବାରୁ ଏଥିପାଇଁ ଦରକାର ପଡୁଛି ବିଶ୍ୱର ସବୁଠୁ ଦାମୀ ୧୬ କୋଟି ଟଙ୍କାର ଇଞ୍ଜେକ୍ସନ । ଡାକ୍ତରଙ୍କ କହିବା ଅନୁଯାୟୀ ପୁଅର ଆୟୁଷ କମି କମି ଆସୁଥିବା ବେଳେ ଯୋଗାଡ଼ ହୋଇଛି ମାତ୍ର ୧କୋଟି ୧୦ଲକ୍ଷ । ମୁଁ ମା ହୋଇ ମୋ ପୁଅର ନିଶ୍ୱାସ ଗଣୁଛି ବୋଲି ବାହୁନି ହେଉଛନ୍ତି ମା ।
#motherlove #Rajveer #NeedhelpforRajveer #Phulbani #struggling #life #GoodNews #ArgusNews