ମୁଁ ଆଉ ମୁଣ୍ଡ ଯନ୍ତ୍ରଣା ସହିପାରୁନି l ମୋ ମୁଣ୍ଡ ଫୁଟି ଯାଇଥିବା ସ୍ଥାନ ବହୁତ ଦିନ ହେବ ଯନ୍ତ୍ରଣା ହେଉଛି l ଏକଥା ଘର ଲୋକଙ୍କ ଆଗରେ କହି ପାରୁନାହିଁ l ପରିବାରର ଆର୍ଥିକ ଅବସ୍ଥା ବହୁତ ଖରାପ l ତେଣୁ ମୁଁ ଆଉ ସହି ନପାରି ରସି ଦେଉଛି l
#Kendrapara #Singiri #Attack #case #Odisha #ArgusNews