ମୁଁ ଆତ୍ମହତ୍ୟା କରିବାକୁ ଯାଉଛି । ଦୀର୍ଘ ବର୍ଷ ପରିଶ୍ରମ କରି ଯାହା ଦି ପଇସା ରୋଜଗାର କରିଥିଲି, ସେମାନେ ତାକୁ ନେଇଗଲେ । ୨ ଲକ୍ଷ ଟଙ୍କା । ମୋ ପାଇଁ ଏଇଟା ଛୋଟିଆ ରକମ ନୁହେଁ । ଏବେ ମୃତ୍ୟୁ ଛଡା ମୋ ପାଖରେ ଆଉ କୌଣସି ବିକଳ୍ପ ନାହିଁ... ।
#khordha #tangi #Bulubehera #2lakh #money #Odisha #ArgusNews