#ମୃତ୍ୟୁକୁ_ନିମନ୍ତ୍ରଣ_କରୁଛି_କଟକ_ସହରର_ମୁକୁଳା_ଡ୍ରେନ।
ଏଥିରେ ପଡ଼ି କେବେ ମଣିଷ ତ କେବେ ଗାଈ ଗୋରୁଙ୍କ ଯାଉଛି ଜୀବନ। ଖାଲି ଏତିକି ନୁହେଁ ଲଗାଣ ବର୍ଷାରେ ରାସ୍ତା ସହ ମିଶି ଯାଉଛି ଡ୍ରେନ । ନା ପଡୁଛି କଟକ ମହାନଗର ନିଗମର ନଜର ନା ପଡୁଛି କୌଣସି କର୍ତ୍ତୃପକ୍ଷଙ୍କ ନଜର । ଯାହାକୁ ନେଇ ଭୟରେ ସହରବାସୀ । ଦେଖିବା ଏହି ରିପୋର୍ଟ
#Cuttack #CMC #OpenDrain #Odisha #ArgusNews Pratap Jena #BJD