#ମୁକୁଳା_ଡେନ୍ରୁ_ଛାତ୍ର_ନିଖୋଜ_ଘଟଣା
ଏତଲା ଦାୟର ସହ ମୁକୁଳା ଡ୍ରେନରେ ସ୍ଲାବ ପକାଇବାକୁ ଦାବିରେ ବିଏମସି କାର୍ଯ୍ୟାଳୟ ଘେରାଉ କରିଛି ବିଜେପି । ପ୍ରତିବର୍ଷ ବର୍ଷା ପାଣିରେ ଜୀବନ ଯାଉଥିବା ବେଳେ ବିଏମସି ନିରବ ଦ୍ରଷ୍ଟା ସାଜିଛି । ଆଉ କେତେ ଜୀବନ ଗଲେ ବିଏମସିର ନିଦ ଭାଙ୍ଗିବ ବୋଲି ପ୍ରଶ୍ନ କରିଛି ବିଜେପି ।
#Bhubaneswar #bmc #office #bjp #protest #jyotiprakash #childdeath #drainage #Odisha #ArgusNews