ଭଲଭାବେ ଦେଖନ୍ତୁ ଏହି ଭିଜୁଆଲ୍ କୁ କିଭଳି ରାସ୍ତା କଡ଼ରେ ଝୁଲିଛି ମାଳମାଳ ବିଦ୍ୟୁତ ତାର। ଦେଖିଲେ ଲାଗୁଛି ଏହି ତାର ବିଦ୍ୟୁତ ଯୋଗାଣ ପାଇଁ ନୁହେଁ ସତେ ଯେମିତି ମୃତ୍ୟୁର ଫାସ । ଏଦୃଶ୍ୟ ହେଉଛି ଗଜପତି ଜିଲ୍ଲା ମୋହନା ରାକେଶପଙ୍କା ଠାରୁ ଅନ୍ତରବାକୁ ସଂଯୋଗ କରୁଥିବା ବିଦ୍ୟୁତ୍ ପ୍ରକଳ୍ପ ।
#Gajapati #ElectrictWire #Odisha #ArgusNews