ଆଜି ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରେ ଏକ ଭିନ୍ନ ଚିତ୍ର ଏବେ ସାମ୍ନା କୁ ଆସିଛି । ଦୀର୍ଘ ଦିନରୁ ସ୍କୁଲ ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲେ ମଧ୍ୟ ଛାତ୍ରଛାତ୍ରୀ ଙ୍କ ପାଖରେ କୌଣସି ସୂଚନା ପହଂଚିପରିନାହିଁ , ଯାହା ଫଳରେ ଆଜି ବଣ୍ଡା ଘାଟିର ମୁଦୁଲିପଡା ଉଚ୍ଚ ବିଦ୍ୟାଳୟ ରେ ଅଷ୍ଟମ ଶ୍ରେଣୀରେ କୌଣସି ବି ଛାତ୍ର ଆସିପାରିନଥିଲେ
#Malkangiri #School #Odisha #ArgusNews