ଆଜି ରାଉରକେଲା ଠାରେ 100 ଶର୍ଯ୍ୟା ବିଶିଷ୍ଠ କୋଭିଡ ହସପିଟାଲର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଟୀକା ପ୍ରଦାନ କ୍ଷେତ୍ରରେ କେନ୍ଦ୍ର ସରକାର ସମସ୍ତଙ୍କୁ ସମାନ ଭାବେ ଦେଖୁଛନ୍ତି
#ArgusNews #Odisha #NewsChannel #ArgusNewsTV Dharmendra Pradhan #Odisha_Govt #Vaccine