ସାରା ବିଶ୍ବ ଧିରେଧରେ ଭାରତୀୟ ଆୟୁର୍ବେଦ ଚିକିତ୍ସା ପଦ୍ଧତିକୁ ପ୍ରାଧାନ୍ୟ ଦେଉଥିବା ବେଳେ, ୧୯୮୩ ମସିହାରୁ ବାରିପଦାରେ ପ୍ରତିଷ୍ଠିତ ହୋଇଥିବା ଉତ୍ତର ଓଡିଶାର ଏକମାତ୍ର ଆୟୁର୍ବେଦିକ୍ କଲେଜ ଓ ହସପିଟାଲ ସରକାରୀ ପ୍ରତ୍ସାହନ ଓ ଇଚ୍ଛାଶକ୍ତି ଅଭାବରୁ ୨୦୦୮ ମସିହା ଠାରୁ ବନ୍ଦ ହୋଇ ରହିଛି ।
#Mayurbhanj #baripada #indianayurvedicmedicine #AyurvedicHospital #OdishaCM #Odisha #ArgusNews