#କାଟିଦେଲେ_୬୦_ବର୍ଷର_ଗଛ
ଆସନ୍ତା ୨୨ ରେ ବଲାଙ୍ଗିର ଆସୁ ଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିଟିଲାଗଡ ଓ ପାଟଣାଗଡରେ ସ୍ବାସ୍ଥ୍ୟକାର୍ଡ ବାଣ୍ଟିବା କାର୍ଯ୍ୟକ୍ରମ ରହିଛି । ପାଟଣାଗଡ ରମାଇ ହାଇସ୍କୁଲ ପଡିଆରେ ମୁଖ୍ୟମନ୍ତ୍ରୀଙ୍କ ହେଲିପ୍ୟାଡ ଓହ୍ଲାଇବ । ଏଥିପାଇଁ ଖେଳ ପଡିଆକୁ ନଷ୍ଟ କରିବାରେ ବ୍ୟସ୍ତ ଜିଲ୍ଲା ପ୍ରଶାସନ ।
#titlagarh #CMOOdisha #bjd #treecutting #bijuswasthyacard #Odisha #ArgusNews