ଧର୍ମଛଡା ପ୍ରକୃତି । ବର୍ଷକ ଆହରରେ ନିଆଁ ଲଗାଇଦେଲେ । ଏକର ଏକର ସୁନାର ଫସଲ ପୋଡି ଦେଲେ । ଏବେ ମୁଠା ମୁଠା ପାଉଁଶ ଧରି ଛାତି ଫଟେଇ କାନ୍ଦୁଛି ଚାଷୀ । ରାତି ପାହିଲେ ଧାନ ବିଲରୁ କଚଡ଼ା ବନ୍ଧା ଯାଇ ଖଳାକୁ ଆସିଥାନ୍ତା । ବର୍ଷକ ପାଇଁ ଆହାର ମଧ୍ୟ ହୋଇଥାନ୍ତା । ହେଲେ ଶସ୍ୟ ହାତ ପାହାନ୍ତାକୁ ଆସିବାର ଶେଷ ମୁହୂର୍ତ୍ତରେ ଅଗ୍ନିକାଣ୍ଡରେ ଜଳିଗଲା ଏକ ମାଣରୁ ଅଧିକ ଧାନ ବିଲ ।
#bhadrak #farmers #issue #Odisha #ArgusNews