୧୦ ଦିନ ହେଲାଣି ମଣ୍ଡି ଖୋଲିଲାଣି । ହେଲେ ଏଯାଏଁ ଉଠିଲାନି ଧାନ ବସ୍ତା । ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ବର୍ଷା, ଖରା ଦାଉ ସହି ଝାଳବୁହା ପରିଶ୍ରମ କରିଥିଲା ଚାଷୀ । ହେଲେ ବିକ୍ରି ହୋଇନପାରେ ପଡି ରହିଛି ବସ୍ତା ବସ୍ତା ଧାନ ।
#bolangir #Loisingha #farmersIssue #MandiIssue #Sellingrice #ArgusNews