ମୁଣ୍ଡ ଉପରେ ବାତ୍ୟା । କିନ୍ତୁ ଏଠି ବାତ୍ୟାକୁ ଲୋକଙ୍କ ଡର ରହିଛି । କାହିଁକି ନା ରାଜ୍ୟ ସରକାରଙ୍କ ସ୍ଲୋଗାନ ବନ୍ୟା ବାତ୍ୟାକୁ ନାହିଁ ଡର ମୁଣ୍ଡ ଉପରେ ଅଛି ପକ୍କା ଘର କେବଳ ସ୍ଲୋଗାନରେ ରହିଯାଇଛି । ବାସ୍ତବତା ହେଉଛି ଏହି ଦୃଶ୍ୟ । ହିତାଧିକାରୀଙ୍କୁ ମିଳିନି ପକ୍କା ଘର । ଏମିତି କଚ୍ଚା ଘରେ ରହୁଛନ୍ତି ସେମାନେ
#cyclonejawad #jawadcyclonenews #jawadcycloneinodisha #cycloneinodisha2021 #Odisha #ArgusNews