ମୁହଁ ମୋଡି ଚାଲିଗଲେ ପ୍ରତାପ । ପ୍ରଶ୍ନ ପଚାରିଲେ ପାଟିରେ ତୁଣ୍ଡି । ଆଉ କାହା କଥା ଉପରେ ନୁହେଁ । ସିଏ ଯେଉଁ କଥା କହିଥିଲେ ତାହାରି ଉପରେ ହିଁ ପ୍ରଶ୍ନ ପଚାରିଲେ ଦେଖନ୍ତୁ କେମିତି ମୁହଁ ମୋଡି ପଳାଉଯାଉଛନ୍ତି ପ୍ରତାପ
#MamitaMurderCase #JusticeforMamita #Kalahandi #DibyaShankarMishra #police #GovindSahu #Mahalinga #Minister #PratapJena #Odisha #ArgusNews