#ମୂଳରୁ_ମାଟି_ମୁଠେ_ପଡିନି_କିନ୍ତୁ_ବିଲ୍_କରି_ଟଙ୍କା_ହଡପ
ମନରେଗା ଯୋଜନାରେ ମହାଲୁଟ। ଗରିବଙ୍କୁ ରୋଜଗାର ଯୋଗାଇ ଦେବା ପାଇଁ କାମ ଆସୁଛି ପକେଟ ଗରମ କରୁଛନ୍ତି ଅଧିକାରୀ ଓ ଠିକାଦାର। ଏଭଳି ସାଂଘାତିକ ଅଭିଯୋଗ ଆସିଛି ମୟୂରଭଞ୍ଜର ବଡସାହି ବ୍ଲକର ଶିଆଳିଘାଟି ପଞ୍ଚାୟତରୁ।
#ArgusNews #ArgusNewsTV #Odisha #Mayurbhanj #ManregaScam