ମୃତ ହାତୀ ଗତ କାଲି ସାତ ବାଟିଆ ପଠାରେ ଲାଗିବା ପରେ ବନ ବିଭାଗ ତରଫରୁ ହାତୀର ମୃତ ଦେହକୁ ଜଗି ରହିବା ସହିତ ସ୍ଥାନୀୟ ଲୋକଙ୍କ ସହଯୋଗରେ ଆଜି ଓଡ୍ରାଫ୍ଟ୍ ଟିମ୍ ରେଞ୍ଜର, ଡିଏଫଓ, ଏସିଏଫ୍ ହାତୀନିକଟରେ ପହଞ୍ଚି ମୃତ ହାତୀକୁ ଉଦ୍ଧାର ପାଇଁ ଚେଷ୍ଟା ଜାରି ରହିଛି
#Cuttack #Mundali #Elephant #Elephantbodyrescue #Satabatia #ForestDept #ODRAF #Odisha #ArgusNews