ମେଗା ଫୋନ୍ ନେ ଶୁଭୁଛେ ଗୁଟେ ଶବଦ।
ଗାଁ ମଝିନେ ଗୀତ ଗାଇ ଗାଇ ଚାଲିଛନ୍ ଅଙ୍ଗନୱାଡି ଦିଦି । ଇଟା କେନ୍ ଯାତ୍ରା କି କେନସି ସାଂସ୍କୃତିକ କାର୍ଯ୍ୟକ୍ରମ୍ ର ପ୍ରଚାର୍ ନାଇସେ । କରୋନାର୍ ସେକେଣ୍ଡ ଲହରନେ ସଚେତନ ରହେବା ଲାଗି ଗୀତ ଗାଇକିନା ବାର୍ତା ଦେଉଛନ୍ ଅଙ୍ଗନୱାଡି କର୍ମି ଛାୟା ମହାନନ୍ଦ ।
#ArgusNews #Odisha #Subernapur #Anganwadi #Worker #Corona #Awareness