ମୋଟସାଇକେଲରେ ସିଢି ଷ୍ଟାଣ୍ତ ଧରି ସରପଞ୍ଚ ପ୍ରାର୍ଥୀ କଲେ ନିର୍ବାଚନ ପ୍ରଚାର । ନିଆରା ଡଙ୍ଗରେ ଗାଁ ଗାଁ ବୁଲି ନିବାଚନ ପ୍ରଚାର କରୁଛନ୍ତି ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଫଲସାପାଲି ଗ୍ରାମପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ରତ୍ନାକର ବଢେଇ ।
#motorcycle #Stairsstand #sarapanchacandidate #DoorToDoorCampaign #ElectionCampaign #panchayatelection #election #election2022 #baragarh #Odisha #ArgusNews