#ମୋଦିଙ୍କ_ଓବିସି_ମାଷ୍ଟରଷ୍ଟ୍ରୋକ୍_ଓଡ଼ିଶାରେ_ସାଇଡ୍_ଇଫେକ୍ଟ
ଓବିସିଙ୍କୁ ସଂରକ୍ଷଣ ନେଇ ପ୍ରଧାନମନ୍ତ୍ରୀଙ୍କ ବଡ଼ ପଦକ୍ଷେପ ପରେ ଓଡ଼ିଶାରେ ତାର ପାର୍ଶ୍ବପ୍ରତିକ୍ରିୟା। ଆଜି କାଉଣ୍ଟର ଷ୍ଟ୍ରାଟେଜିରେ ବିଜେଡି ପଞ୍ଚାୟତ ନିର୍ବାଚନରେ ଓବିସିଙ୍କୁ 27 ପ୍ରତିଶତ ଟିକେଟ୍ ଦେବ ବୋଲି ଘୋଷଣା କରିଛି । ଯାହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ I
#ArgusNews #Odisha #OBC #BJD Narendra Modi #BJP4IND