#ମୋଦି_ପଠାଇଲେ_ସୁନା #ବିଜେଡ଼ି_ଦେଲା_ଭେଣ୍ଡି
#ଲକ୍ଷେ_70_ହଜାର_ବଦଳରେ_5_ହଜାରର_ଲଲିପପ୍
#ପକ୍କା_ଘର_ମରାମତି_ସହାୟତା_ଆଳରେ_ଦଳୀୟ_ପ୍ରଚାର
ରାଜ୍ୟରେ ପକ୍କାଘର ମରାମତି ସହାୟତା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ । 8 ପ୍ରଶ୍ନ ପଚାରି ଘେରିଲା ଦଳ । ଲକ୍ଷେ 70 ହଜାର ବଦଳରେ 5 ହଜାରର ଲଲିପପ୍ କାହିଁକି ? ଘରେ ଘରେ ପହଞ୍ଚିବ ନବୀନଙ୍କ ଫଟୋ କ୍ୟାଲେଣ୍ଡର୍ । ସହାୟତା ଆଳରେ ଚାଲିଛି ଦଳୀୟ ପ୍ରଚାର ।
#bijupakkaghar #reconstruction #BJD #BJP #calendar #BJDcampaigning #Odisha #ArgusNews