ଗଞ୍ଜାମ ବୁଗୁଡା ବ୍ଲକ ଡାକରାବାଡ଼ି ଓ ମୋଟାବାଡ଼ି ଗାଁକୁ ଦୀର୍ଘ ଦିନରୁ ନାହିଁ ମୋବାଇଲ ନେଟୱର୍କ ସେବା । ଫଳରେ ମୋବାଇଲ ଟାୱାର ଗେଟ୍ ରେ ତାଲା ପକାଇଲେ ଉତ୍ତ୍ୟକ୍ତ ଲୋକେ । ନେଟୱର୍କ ସମସ୍ୟା ଯୋଗୁଁ ପିଲାଙ୍କ ଅନଲାଇନ ପାଠ ପଢ଼ା ହୋଇପାରୁ ନାହିଁ ।
#Ganjam #Buguda #networkissue #mobilenetworkservice #networkproblems #ArgusNews