ମାଲକାନଗିରି ଜିଲ୍ଲା ମାଥିଲିର ତୁଳସୀ ପାହାଡ ଅଂଚଳରେ ମାଓବାଦୀଙ୍କ ପତିଆରା ଜାହିର । ଅଂଚଳର ଜନସାଧାରଣ ମୋବାଇଲ ବ୍ୟବହାର କଲେ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ଫତ୍ବା ଜାରି କରିଛନ୍ତି ଲାଲ ବାହିନୀ। ସ୍ଥାନୀୟ ଆଦିବାସୀଙ୍କ ମୋବାଇଲ ଛଡାଇ ଭାଙ୍ଗିଥିବା ସୂଚନା ମିଳିଛି ।
#Malkangiri #Tulsihills #lalbahini #fatwa #Odisha #ArgusNews