#ମୋରମ_ମାଫିଆଙ୍କ_ସହଯୋଗୀ_ସାଜିଛନ୍ତି_ଖୋଦ_ରାଜସ୍ୱ_ବିଭାଗର_ଅଧିକାରୀ !
ମାଫିଆ ଙ୍କ କବଜାରେ ଲଘୁଖଣିଜ ସାମଗ୍ରୀ । ରାତି ଅଧି୍ଆ ଚୋରା ଚାଲାଣ ହେଉଛି କୋଟିକୋଟି ଟଙ୍କାର ରାଜସ୍ୱ.....ବାଦ୍ ପଡୁନି ଗୋଚର କି ଜଙ୍ଗଲ ଜମି । ଜଙ୍ଗଲ ଜମିକୁ ବେଫିକର ଭାବେ ତାଡି ପଶ୍ଚିମ ବଙ୍ଗକୁ ଚାଲାଣ କରୁଛନ୍ତି ମାଫିଆ
#ArgusNews #Odisha #ArgusNewsTV #moram #Mines #BJD #Corruption