#ମୋହନଙ୍କ_ମହନୀୟତା
ଗଞ୍ଜାମଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକର ଏଲ ମୋହନ ଦାସ ବୁଝିଛନ୍ତି ଅଭାବୀ ପରିବାରର ଦୁଃଖ । ଆଉ ସେଇଥିପାଇଁ ଦୁଇ ବେସାହାରା କୁନିଝିଅଙ୍କୁ କୋଳେଇ ନେଇ ପ୍ରଦର୍ଶିତ କରିଛନ୍ତି ମହନୀୟତା । ମାଙ୍କ ମୃତ୍ୟୁ ଓ ବାପାଙ୍କୁ ଜେଲଦଣ୍ଡ ପରେ ବେସାହାରା ହୋଇପଡିଥିବା ସୋନାଲି ଓ ରୁପାଲୀର ଦାୟିତ୍ୱ ନେଇଛନ୍ତି ମୋହନ ଓ ତାଙ୍କ ପତ୍ନୀ । ଆବଶ୍ୟକୀୟ ଖାଦ୍ୟ ଓ ଖର୍ଚ୍ଚ ଦେବା ସହିତ ବିବାହ ଯାଏଁ ଦୁଇ ଝିଅଙ୍କ ସବୁ ଦାୟିତ୍ୱ ନେବେ ବୋଲି ପ୍ରତିଶ୍ରୁତି ଦେଇ ଜିଣିଛନ୍ତି ହୃଦୟ ।
#GoodNews #Ganjam #Kukudakhandi #block #LMohanDas #helpless #girls #Odisha #ArgusNews