ରାଜ୍ୟ ତଥା ବିଭିନ୍ନ ଜିଲ୍ଲାରେ ବାଡ଼ିବଗିଚାରେ ପନିପରିବା ଚାଷ କରି ଗୁଜୁରାଣ ମେଣ୍ଟାଇବାକୁ ରାଜ୍ୟ ସରକାର ଆରମ୍ଭ କରିଥିଲେ ମୋ ଉପକାରୀ ବଗିଚା । ଏହି ଯୋଜନାକୁ ବର୍ଷ ପୁରିଛି । କିନ୍ତୁ ମିଳିନି କୌଣସି ସୁଫଳ । ପରିବା ଦର ଏବେ ଆକାଶ ଛୁଆଁ । ସରକାରଙ୍କ ମୋ ବଗିଚା ଯୋଜନା ଫେଲ ମାରିଛି
#Bhadrak #Vegetable #Odisha #ArgusNews