ଏ ଗଳ୍ପଟି ଏକ ବାସ୍ତବ କାହାଣୀକୁ ଆଧାର କରି ପ୍ରସ୍ତୁତ ହୋଇଛି । ଶ୍ରୀମନ୍ଦିର ଏକ ସେବାୟତ ପରିବାରର ଏହା ଅଙ୍ଗେନିଭା ଘଟଣା । ହେଲେ ଚରିତ୍ର ଜଣକ ନିଜ ନାଁ ଗୋପନ ରଖିବାକୁ ଅନୁରୋଧ କରିଥିବାରୁ ଏହାକୁ ସାଙ୍କେତିକ ଭାବେ ନାଟକୀୟ ନାଁଟିର ଦେଇ ପ୍ରସ୍ତୁତ କରାଯାଇଛି ।
#Puri #jagannathtemple #MaaLaxmi #God #Odisha #ArgusNews