ମୋ ଝିଅକୁ ନ୍ୟାୟ ଦିଅ, କୋହ ଭରା କଣ୍ଠରେ ମା'ର ନିବେଦନ
ଭଦ୍ରକ ପୁରୁଣା ବଜାର ଥାନା ଅଧିନସ୍ଥ ମିର୍ଜାପୁର ନାଥ ସାହିରେ ଯୁବତୀଙ୍କ ଆତ୍ମହତ୍ୟା ଘଟଣା
ଝିଅକୁ ହରାଇବା ପରେ ଏବେ ନ୍ୟାୟ ପାଇବା ପାଇଁ ମା' ର ଆକୁଳ ନିବେଦନ I ଦୁଆର ମୁହଁରେ ବସି କାନ୍ଦୁଛି ମା, ଝୁରୁଛି ଗାଁ ।
#ArgusNews #Odisha #Bhadrak #justice #suicide