#ଆମକୁ_ମାରିଦେବେ
#ମୋ_ପରିବାରକୁ_ସୁରକ୍ଷା_ଦିଆଯାଉ
ମୁଖ୍ୟମନ୍ତ୍ରୀ ନ୍ୟାୟ ଦିଅନ୍ତୁ ନହେଲେ ଆମେ ଆତ୍ମହତ୍ୟା କରିବୁ । ଅସହ୍ୟ ହେଉଛି ସରପଞ୍ଚଙ୍କ ଅତ୍ୟାଚାର । ନା ଶୁଣୁଛନ୍ତି MLA ନା କିଛି ବୁଝୁଛନ୍ତି ଏସପି । ଏଭଳି କିଛି ଅଭିଯୋହ କରି ଆଜି ନବୀନ ନିବାସ ସମ୍ମୁଖରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ଭଦ୍ରକର ରେବତୀ ଓ ତାଙ୍କ ଝିଅ ।
#Bhadrak #Bhubaneswar #nnavinniwas #sarpanch #MLA #Rebati #daughter #OdishaCM #Odisha #ArgusNews