#ମୋ_ବଗିଚାରେ_ଚଞ୍ଚକତା_କରି_ଟଙ୍କା_ଚଳୁ
ଏଭଳି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ତାକରଡା ପଞ୍ଚାୟତରୁ । ସୁଳିଆ ପଲ୍ଲୀ ଓ ବାଦ ପଲ୍ଲୀ ଗାଁର ଆଦିବାସୀ ହରିଜନ ମହିଳା ସରକାରଙ୍କ ମୋ ବଗିଚା ଦ୍ବାରା ବିଭିନ୍ନ ପ୍ରକାର ପନିପରିବା ଚାଷ କରିଥିଲେ । ହେଲେ ବର୍ଷେ ବିତି ଯାଇଥିଲେ ସୁଦ୍ଧା ଏବେ ସୁଦ୍ଧା ସେମାନେ ନିଜର ଟଙ୍କା ପାଇନଥିବା ଅଭିଯୋଗ କରିଛନ୍ତି ।
#MoBagicha #Ganjam #Polasara #scam #odisha #ArgusNews