ବାପାଙ୍କ ଚିକିତ୍ସା ପାଇଁ ପୁଅର ନିବେଦନ । ପତ୍ନୀ ବି ମାଗିଲେ ସହାୟତା । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଗଦାଧରପୁର ଗ୍ରାମର ଶ୍ରୀ ଭରତ ଚନ୍ଦ୍ର ଜେନା ପେସାରେ ଜଣେ ଅଟୋ ଡ୍ରାଇଭର । ପରିବାରର ଏକ ମାତ୍ର ରୋଜଗାରକ୍ଷମ ହେଉଛନ୍ତି ଭରତ । ଏବେ କଟକରେ ଗୁରୁତର ଅବସ୍ଥାରେ ICU ରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଚିକିତ୍ସା ସମ୍ଭବ କିନ୍ତୁ ଅଧିକ ଅର୍ଥର ଆବଶ୍ୟକତା ଥିବାରୁ ଆପଣମାନଙ୍କୁ ଅନୁରୋଧ ତାଙ୍କ ପାଇଁ ସାହଯ୍ୟର ହାତ ବଢ଼ାନ୍ତୁ ।
#ArgusNews #ArgusNewsTv #Odisha #Bhadrak #Covid #HelpforBharat