#ମୋ_ସାଇକେଲରେ_ମହାଦୁର୍ନୀତି !
ରାଜ୍ୟ ସରକାରଙ୍କ ମୋ ସାଇକେଲରେ ମହାଲୁଟ୍ । କବାଡି ଖାନାରେ ଗଦା ହୋଇଛି ଶହ ଶହ ମୋ ସାଇକେଲ୍ । 25 ହଜାର ଟଙ୍କାର ସାଇକେଲକୁ 5 ଶହ ଟଙ୍କାରେ ବିକ୍ରି କରାଯାଉଥିବା ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ଦଳ ପକ୍ଷରୁ ଭୁବନେଶ୍ବରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି
#ArgusNews #Odisha #ArgusNewsTV #OdishaGovt #MoCycle #Corruption #BJP #BJD