ମୋ ସ୍କୁଲ ପାଇଁ ଆସିଥିବା ୬ କୋଟି ଟଙ୍କାର ଦୁର୍ନୀତିକୁ ନେଇ ଆଇଟିଡିଏ ଅଫିସ ଘେରିଲା ପାନପୋଷ ବିଜେପି। ବିନା ଟେଣ୍ଡରରେ ଶାସକ ଦଳର କର୍ମୀଙ୍କୁ ଦିଆଯାଇଛି କାମ ! ଦୁର୍ନୀତିରେ ଜିଲ୍ଲାପାଳ ମଧ୍ୟ ଅଛନ୍ତି ସାମିଲ !
#ArgusNews #Odisha #Rourkela #BJPProtest