ମୋ 300ଡେସିମଲ ଜାଗା କାହିଁ?
ଧାରଣାରେ କିଛି କରିପାରିଲ ନାହିଁ, ଏବେ ଆସିଛ ଉଠେଇବାକୁ? ମରିଯିବି କିନ୍ତୁ ଛାଡ଼ିବି ନାହିଁ।
ଡିମ୍ପଲ ସହ ଧାରଣାରେ ବସିଥିବା ପ୍ରମିଳା ତ୍ରିପାଠୀଙ୍କ ନିକଟରେ BMC ଅଧିକାରୀଙ୍କ ସହ ପୋଲିସ କର୍ମଚାରୀ।
#Berhampur #Pramila #DimpleCase #BMC #LandIssue #Protest #Odisha #ArgusNews