ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଚଢେଇଗୂଡା ଗ୍ରାମରେ କଳକଷ୍ଟ । ଝରଣା ପାଣିରେ ମେଣ୍ଟୁଛି ଶୋଷ। ବର୍ଷ ବର୍ଷ ଧରି ପିଇବା ପାଣିର ସମସ୍ୟା ଥିଲେ ଶୁଣୁନି ପ୍ରଶାସନ। ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକରୁ ଦେଖିବା ଏହି ରିପୋର୍ଟ
#ArgusNews #Odisha #ArgusNewsTV #NewsChannel #Malkanagiri #Khairaput #Water_Problem