ପ୍ରତ୍ୟେକ ସ୍ଥାନରେ ବିକାଶ କରିବା ପାଇଁ ସଦାବେଳେ ଚେଷ୍ଟା କରୁଥିବା ସଭାସମିତିରେ ପ୍ରତିଶୃତି ଦେଉଛନ୍ତି ନେତା ଓ କର୍ମୀ। କିନ୍ତୁ ଗ୍ରାଉଣ୍ଡ ଜିରୋରେ ସ୍ଥିତି ଭିନ୍ନ। ସରକାରୀ ଦଳର ଭାଷାରେ ବିକାଶର ସଜ୍ଞା କ'ଣ ତାହା ମୋହନା ବ୍ଲକ୍ ଗାଟୁଗୁଡା ଗାଁକୁ ଦେଖିଲେ ପ୍ରତୀୟମାନ ହେଉଛି।
#Odisha #ArgusNews #basicamenity #Roadissue #Mohana #FUNDAMENTALRIGHTS