ନାହିଁ ନାହିଁରେ ବିକାଶ । ମୌଳିକ ସୁବିଧାରୁ ବଞ୍ଚିତ ସୀମାନ୍ତବର୍ତ୍ତି ଅଞ୍ଚଳବାସୀ । ସରୁନି ଦୁର୍ଗମବାସାଙ୍କ ଦୁଃଖ । ସୀମାନ୍ତବାସୀଙ୍କ ପାଖରେ ପହଞ୍ଚି ପାରୁନି ସରକାରୀ ଯୋଜନା । ତୃଣମୂଳସ୍ତରରେ ଆଣ୍ଠେଇଛି ବିକାଶ କୋରାପୁଟ ଜିଲ୍ଲାରୁ ଆସିଛି ଏଭଳି ଅଭିଯୋଗ ।
#ArgusNews #Odisha #Koraput #Underdevelopment #BorderAreaResident #RoadProblem