ଜୟପୁର ସହର ରୁ ମାତ୍ର କିଛି ମିଟର ଦୂରରେ ଥିବା ଶୁଖିଆଗୁଡା ଗ୍ରାମରେ ସରକାରଙ୍କ ସବୁ ଯୋଜନା ଏକ ସପ୍ନ ହୋଇ ରହିଛି । ୨୦୧୧ ରୁ ଦାବି କରିକରି ଆବାସ ପାଇଁ ୨୦୧୭ ରେ ପ୍ରତିସୁତି ମିଳିଲା ପୁଣୁ କିଛି ବର୍ଷ ପରେ ସେ ପ୍ରତିଶ୍ରୁତି ଭି ଭୁଲିଗଲେ ପ୍ରଶାସନ ଅଧିକାରୀ ଓ ସରକାର ଯାହାକୁ ନେଇ ଆଜି ଶୁଖିଆଗୁଡା ଗ୍ରାମର ଲୋକମାନେ ଆଜି ବାଧ୍ୟ ହୋଇ ବ୍ଲକ ଅଫିସ ଘେରାଉ କରିଛନ୍ତି ।
#Koraput #Jeypore #BlockOffice #Strike #Odisha #ArgusNews