ଟଙ୍କା ନଦେଲେ ଆଦିବାସୀ ପିଲାଙ୍କୁ ମିଳୁନି ମ୍ୟାଟ୍ରିକ ସାର୍ଟିଫିକେଟ । ଆଡ଼ମିଶନ ନାନେ ହେଡ୍ ମିଷ୍ଟ୍ରେସ୍ ପଏସା ନେଉଥିବାର୍ ଅଭିଯୋଗ୍ ଆଇଛେ । ଇଟା କେନସି ପ୍ରାଇଭେଟେ ସ୍କୁଲର ଘଟନା ନାଇସେ ନୁହଁ ବଣାଇ ଉପଖଣ୍ଡ ଲହୁଣୀପଡା ସ୍ମାର୍ଟ ହାଇସ୍କୁଲର ଘଟଣା । ଅଭିଯୋଗ ପରେ ଗାଁ ଗାଁ ବୁଲି ସତ୍ୟାସତ୍ୟ ପଚାରି ବୁଝିଛି ଟିମ ଅର୍ଗସ
#Rourkela #matriccetificate #bribe #Tribalstudent #ArgusNews