ସତକୁ ଲୁଚାଇବାକୁ ଯାଇ ବଡ଼ ମିଛ କହିଲା ମଯୁରଭଞ୍ଜ ଜିଲ୍ଲା ପ୍ରଶାସନ।
କୋରୋନା ରୋଗୀଙ୍କୁ ବନାଇ ଦେଲେ ମାନସିକ ରୋଗୀ। କୋଭିଡ୍ ହସପିଟାଲ୍ ସତ ଚାପିବାକୁ ଷଡଯନ୍ତ୍ର ।ବାରିପଦା ବାଙ୍କଶୋଳ କୋଭିଡ ହସପିଟାଲରେ ଏ ଦୃଶ୍ୟ କୁ ନେଇ ଜାରି ହେଲା ପ୍ରେସ ରିଲିଜ୍।
#ArgusNews #ArgusTv #Odisha #Baripada #Covid_Hospital #Covid_Patient #Careless #Collector