#ହାତୀ_ପୋଡି_ଦେଲା_ଘରଦ୍ବାର
ଜଙ୍ଗଲ ନଷ୍ଟ ଯୋଗୁ ଜନବସତି ମୁହାଁ ହାତୀପଲ। ବେତନଟୀ ଓ କରଞ୍ଜିଆର ବିଭିନ୍ନ ଗାଁରେ ପଶି ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି ହାତୀପଲ। ଫଳରେ ଦୀର୍ଘଦିନ ହେବ ଆତଙ୍କିତ ଭାବରେ ରହିଛନ୍ତି ଗ୍ରାମବାସୀ।
#ArgusNews #Odisha #ArgusNewsTv #Mayurbhanj #Badasahi #elephant