#ମୟୂରଭଞ୍ଜ_ଜିଲ୍ଲା_ପାଇଁ_ଗୌରବ
ଭାରତୀୟ ଅଣ୍ଡର-୧୮ ବାଳିକା ରଗବି ଚାମ୍ପିୟନସିପ ପାଇଁ ମୟୂରଭଞ୍ଜ ଜିଲ୍ଲାରୁ ଚୟନ ହୋଇଛନ୍ତି ୪ଜଣ ବାଳିକା। ୫୪ଜଣିଆ ଏହି ଟିମରେ ଓଡ଼ିଶାରୁ ୧୨ଜଣ ସ୍ଥାନ ପାଇଥିବା ବେଳେ ମୟୂରଭଞ୍ଜରୁ ସ୍ଥାନ ପାଇଛନ୍ତି ୪ଜଣ। ଯାହାକି ଜିଲ୍ଲା ପାଇଁ ଗର୍ବ ଓ ଗୌରବର କଥା।
#Mayurbhanj #rugbyfootballplayer #Football #Odisha #ArgusNews