ବୟସ କହିଲେ ସେମିତି କିଛି ନୁହେଁ ୩୦ ହେବ । କିନ୍ତୁ ଦାଦନ ଖଟିବାକୁ ଯାଇ ଦୂର୍ଘଟଣାର ଶୀକାର ହେବା ପରେ ଦୀର୍ଘ ଦେଢ଼ ବର୍ଷରୁ ଉର୍ଦ୍ଧ୍ବ ହେବ ଘରେ ରହି ଯନ୍ତ୍ରଣାରେ କଟୁଛି ଜୀବନ। ପରିବାର ବୋଝରୁ କିଛି ତ୍ରାହି ପାଇବା ପାଇଁ ସେ ପ୍ରଶାସନିକ ଅଧିକାରୀ ହୁଅନ୍ତୁ ବା ରାଜନେତା ସମସ୍ତଙ୍କୁ ଗୁହାରୀ କରିଛନ୍ତି। ହେଲେ ସତରେ ସମସ୍ତେ ଯେମିତି ତାଙ୍କ ପାଇଁ ପାଲଟି ଯାଇଛନ୍ତି ନିଦାବିଷ୍ଣୁ ।
#ArgusNews #ArgusNewsTV #Odisha #Brahmapur #Ganjam #HelpForPradip #HealthIssue